ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ସମ୍ବେଦନଶୀଳ ସୁନା ଚୋରି ମାମଲା ପରେ ବର୍ତ୍ତମାନ ଆଉ ଏକ ବଡ଼ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି । ଭକ୍ତମାନଙ୍କୁ ଏକ ପବିତ୍ର ନୈବେଦ୍ୟ ଆଦିଆ ସିଷ୍ଟମ୍ ଘିଅ ବିକ୍ରିରେ ଏହି ଦୁର୍ନୀତି ହୋଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଦୁଇ ମାସରୁ କମ୍ ସମୟ ମଧ୍ୟରେ ଆଦିଆ ସିଷ୍ଟମ୍ ଘିଅ ବିକ୍ରିରୁ ପ୍ରାୟ ୩୫ ଲକ୍ଷ ଟଙ୍କା ହଡ଼ପ କରାଯାଇଥିଲା।ଏଥିରୁ ମିଳୁଥିବା ଆୟ ଟ୍ରାଭାଙ୍କୋର ଦେବସ୍ୱମ୍ ବୋର୍ଡ ରାଜସ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସାବରିମାଲା ସ୍ପେଶାଲ କମିସନରଙ୍କ ରିପୋର୍ଟକୁ ବିଚାର କରି କେରଳ ହାଇକୋର୍ଟ ମାମଲା ରୁଜୁ କରିବା ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

More Stories
ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା
ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି
ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ