ଅଳିଆ ଅଲଗା ନଦେଲେ ନେବନି ବିଏମ୍‌ସି


ଅଳିଆ ଅଲଗା ନଦେଲେ ନେବନି ବିଏମ୍‌ସି।ଏଣିକି ଅଳିଆ ଅଲଗା ଅଲଗା ନଦେଲେ ନେବ ନାହିଁ ବିଏମ୍‌ସି।ରାଜଧାନୀବାସୀଙ୍କୁ ସଚେତନ କରାଇବାକୁ ବିଏମସି କମିଶନରଙ୍କ ପ୍ରୟାସ।ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ପାଇଁ ଓଦା ଅଳିଆ ବ୍ୟବହାର ହେବ।


error: Content is protected !!