ପିପିଲି CIFA ନିକଟ ରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ପୋଲିସ ଓ ସାଇଣ୍ଟିଫିକ୍ ତନାଘନା ଜାରି । ଘଟଣା ସ୍ଥଳ ରୁ ନକଲି ଚୁଟି , ଚପଲ,ଅନ୍ତ୍ ବସ୍ତ୍ର ଓ ରକ୍ତ ଭିଜା ମାଟି ଜବତ କରାଯାଇଛି । ଡ୍ରଗ ସ୍କର୍ଡ ଘଟଣା ଘଟିଥିବା ସ୍ଥାନ ଠାରୁ ଅନତି ଦୂରରେ ଥିବା ଏକ ଆପର୍ଟ ମେଣ୍ଟ ରେ ସନ୍ଧାନି କୁକୁର ପହଞ୍ଚିବା ପରେ ସିକ୍ତୁରିଟ ଗାର୍ଡ କୁ ପଚରାଉଚରା କରିଛି ପୋଲିସ । ମୃତକ କୁ ଅଞ୍ଜଳି (ସୋନା) କୁହାଯାଉ ଥିବା ବେଳେ ବିନେସ ରାଉତ ବୋଲି ତାର ପରିବାର ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି । ପିପିଲି ପୋଲିସ୍ ଏକ ହତ୍ତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

More Stories
ପୁଣି ରାଜଧାନୀରେ ଫୁଟିଲା ଗୁଳି,
ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା
ବାତ୍ୟାକୁ ନେଇ ବଡ଼ ଅପଡେଟ୍ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ