ଭ୍ୟାନ୍ ଓଲଟି ୧୨ ଆହତ


କୋଣାର୍କ: ଗଛକୁ ପିଟି ଓଲଟିଲା ଭ୍ୟାନ୍‌ , ୧୨ ଆହତ।କୋଣାର୍କ ବୁଲିବାକୁ ଆସିଥିବା ବେଳେ ଜୁଣେଇ ଛକରେ ଦୁର୍ଘଟଣା।୧୨ ଆହତଙ୍କ ମଧ୍ୟରୁ ୪ ଗୁରୁତର , ସମସ୍ତେ ଭୁବନେଶ୍ୱର ସ୍ଥାନାନ୍ତର।ଭଦ୍ରକ ତିହିଡ଼ିରୁ କୋଣାର୍କ ବୁଲିବାକୁ ଆସିଥିଲେ ପରିବାର।


error: Content is protected !!