ଟାର୍ଗେଟରେ ଥିଲେ ଯବାନ


ଟାର୍ଗେଟରେ ଥିଲେ ଯବାନ।ସୀମାନ୍ତରୁ ମିଳିଲା ୪ ଆଇଇଡି ବୋମା।ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୪ ଆଇଇଡି ବୋମା ଜବତ କରି ଯବାନମାନେ ନିଷ୍କ୍ରିୟ କରିଛନ୍ତି।


error: Content is protected !!