ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଦରମା ବଢ଼ିବା ନେଇ ଘୋଷଣା


ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଦରମା ବଢ଼ିବା ନେଇ ଘୋଷଣା।ଦରମା ବଢ଼ିବ ବୋଲି ରାଇଘରରେ ଘୋଷଣା କଲେ 5T ଅଧ୍ୟକ୍ଷ।ମିଶନଶକ୍ତିର MBK, ANMଙ୍କ ଦରମା ମଧ୍ୟ ବଢ଼ିବ ବୋଲି କହିଲେ।ରାଜ୍ୟ ସରକାର ଦରମା ବଢ଼ାଇବେ ବୋଲି ଘୋଷଣା କଲେ।


error: Content is protected !!