ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ବର୍ଷିଲେ କଂଗ୍ରେସର ବରିଷ୍ଠର ନେତା ବିଜୟ ପଟ୍ଟନାୟକ


ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ବର୍ଷିଲେ କଂଗ୍ରେସର ବରିଷ୍ଠର ନେତା ବିଜୟ ପଟ୍ଟନାୟକ; କହିଲେ- ଓଡ଼ିଶା ସରକାର ଅଣଓଡ଼ିଆ ଚିନ୍ତାଧାରା ଦ୍ୱାରା ପ୍ରଭାବିତ, ସରକାର ଜାଣିନାହାନ୍ତି ଶ୍ରୀମନ୍ଦିରର ମହାତ୍ମ୍ୟ କ’ଣ,ସରକାର ଭାବୁଛନ୍ତି ଏହା ଏକ ପର୍ଯ୍ୟଟନ ସ୍ଥଳୀ,ମହାପ୍ରସାଦର ପ୍ରଚାର ପାଇଁ ଗୋମାଂସ ଭକ୍ଷଣକାରୀଙ୍କୁ ପ୍ରବେଶ କରାଇଲେ।


error: Content is protected !!