ଶୁଲିଆ ଯାତ୍ରାରେ ବଳୀ ପଡ଼ିଲା


ବଲାଙ୍ଗିରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପଡ଼ିଲା ବଳୀ। ଦେଓଗାଁ ଖଇରଗୁଡ଼ା ବଡ଼ଖଳା, କୁମୁରିଆର ସାନଖଳାରେ ବଳୀ ପଡ଼ିଲା।କଟକଣା ନ ଥିବାରୁ ବହୁତ ସଂଖ୍ୟାରେ ପଶୁ, ପକ୍ଷୀ ବଳୀ ପଡ଼ିଲା।ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।


error: Content is protected !!