ଦିବ୍ୟାଙ୍ଗଙ୍କୁ ବିବାହ କରି ଚର୍ଚ୍ଚାରେ ଇଞ୍ଜିନିଅର ଛାତ୍ର


ବିବାହ ବନ୍ଦନରେ ବାନ୍ଧିହେଲେ ମୁକ ଦିବ୍ୟାଙ୍ଗ ଯୁବତୀଙ୍କ ଶହ ଇଞ୍ଜିନିଅର ଛାତ୍ର କଥାରେ ଅଛି ପ୍ରେମ ଏକ ଅନ୍ଧ କପାଳ ଲିଖନ କି କରିବ ଆନ।ତାହା ଆଜି ପ୍ରମାଣିତ କରିଛନ୍ତି ଦୁହେଁ।ତୋ ଏମିତିକା ହୃଦୟ ପର୍ସି ରୋମାଞ୍ଚକର ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କଷବା ଜୟପୁର ପଂଚାୟତସ୍ଥିତ ଜିରୀତାଳ ଗ୍ରାମ ର ବୁଦ୍ଧିଆ ମଲିକଙ୍କର ପୁଅ ମହେଶ୍ୱର ମଲିକ କୋଚିଆକୋଇଲି ପଂଚାୟତସ୍ଥିତ ବାବୁ ମଲିକଙ୍କର,ମୁକ ଦିବ୍ୟାଙ୍ଗ ଝିଅ ରୁକୁମଣି ମଲିକଙ୍କୁ ବିବାହ କରିଛନ୍ତି।ସୂଚନା ଅନୁଯାଇ ଦୁହେଁ 3ବର୍ଷ ରୁ ଉର୍ଦ୍ଧ ସମୟ ଧରି।ଭଲପାଇ ଜନ୍ମାନ୍ତର ସାତ ଜନ୍ମର ବନ୍ଧନ ବିବାହ ଡୋରିରେ ବାନ୍ଧି ହୋଇ ସମାଜ ପାଇଁ ତଥା ଆଜିର ଯୁବ ବର୍ଗ ଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି।ହଁ ଆଂଜ୍ଞା ପ୍ରେମରେ ଧନୀ,ଗରିବ,କଳା, ଗୋରା,କିମ୍ବା ଦିବ୍ୟାଙ୍ଗ କିଛି ଜଣାଯାଏ ନାହିଁ।ତାହା ଆଜି ଦୁହେଁ ପ୍ରମାଣିତ କରିଛନ୍ତି।


error: Content is protected !!