ମିଶନ ଶକ୍ତି ବଜାର ବୁଲିଲେ ବିଲ୍‌ ଗେଟ୍‌ସ


ମିଶନ ଶକ୍ତି ବଜାର ପରିଦର୍ଶନ କଲେ ବିଲ୍‌ ଗେଟ୍‌ସ । ବଜାରକୁ ସ୍ବାଗତ କଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।କେବଳ ମହିଳାଙ୍କ ଦ୍ଵାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ଖୁସି ଜାହିର କଲେ।


error: Content is protected !!