ବାରିଗାଁ ନିକଟରେ କାର ଓ କଣ୍ଟେନର ମଧ୍ୟରେ ମୁଁହା ମୁଁହି ଧକ୍କା ତିନି ଗୁରୁତର


ନୂଆ ବର୍ଷର ସକାଳୁ ସକାଳୁ ଘଟିଛି ଦୁର୍ଘଟଣା। ବାଙ୍କୀ ଜଗନ୍ନାଥପୁର ଅଞ୍ଚଳରୁ ତାରିଣୀ ଦର୍ଶନ ପାଇଁ ଘଟଗାଁ ଯାଉଥିବା ବେଳେ ବେଳେ NH- 20 ବାରୀଗାଁ ନିକଟରେ ଥିବା ସିଙ୍ଗଲ ରୋଡ ରେ ବିପରୀତ ପାର୍ଶ୍ବରେ ଆସୁଥିବା ଗୋଟିଏ କଣ୍ଟେନର ଶହ ସାମ୍ନାରୁ ଧକ୍କା ହୋଇଥିଲା, ଫଳରେ ଦୁଇ ମହିଳା ଓ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ, ସମସ୍ତ ଗୁରୁତର ଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।


error: Content is protected !!