ଓଲା ମନି ଘୋଷଣା କରିଛି ଯେ , ସର୍ବାଧିକ ୧୦ହଜାର ଟଙ୍କାର ୱାଲେଟ୍ ଲୋଡ୍ ସହ ସଂପୂର୍ଣ୍ଣ ଛୋଟ PPI (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ) ୱାଲେଟ୍ ସେବାକୁ ପରିବର୍ତ୍ତିତ କରିବ। କମ୍ପାନୀ ମାର୍ଚ୍ଚ ୨୨ରୁ ଏନେଇ ଗ୍ରାହକଙ୍କୁ ଏସଏମଏସ ଜରିଆରେ ସୂଚନା ଦେଇଛି।


error: Content is protected !!