ଆଜି ବିଜେପି ନିର୍ବାଚନ ଇସ୍ତାହାର କମିଟି ବୈଠକ


ନିର୍ବାଚନ ଇସ୍ତାହାର କମିଟିର ପ୍ରଥମ ବୈଠକ ଆଜି।ରାଜନାଥ ସିଂହ କରିବେ କମିଟିର ଅଧ୍ୟକ୍ଷତା।ବିଜେପି ମୁଖ୍ୟାଳୟରେ ୧୧ଟାରେ ବସିବ ବୈଠକ।କମିଟିରେ ଅଛନ୍ତି ୨୭ ସଦସ୍ୟ, ଓଡ଼ିଶାରୁ ୩ ଜଣ।


error: Content is protected !!