ସପ୍ତମ ଦିନରେ ଯୁଦ୍ଧ । ହେଲେ ମୁଣ୍ଡ ନଇଁବାର ନାଁ ଧରୁନି ଇରାନ୍ । ଆମେରିକା ଓ ଇସ୍ରାଏଲ ବି ନଛୋଡ଼ବନ୍ଦା । ମହାଶକ୍ତି ଆମେରିକା ତୁଳନାରେ...
Uncategorized
ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ...
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ତାରିଣୀ ଛକରେ ଅଭାବନୀୟ ଘଟଣା ଘଟିଛି। ସିମେଣ୍ଟ ବୋଝେଇ ଟ୍ରକ ଏକ ଡଷ୍ଟ ବୋଝେଇ ଟ୍ରକକୁ...
ଭାରତ ସରକାରଙ୍କ ଦ୍ୱାରା ଫୋରେନସିକ୍ ପୂର୍ବାଧାରକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ପ୍ରୟାସ ଅନୁସାରେ ରାଜ୍ୟ ପାଇଁ ୩୬ଟି ମୋବାଇଲ୍ ଫୋରେନସିକ୍ ଭ୍ୟାନ ଅନୁମୋଦନ କରାଯାଇଛି।...
ପୁରୀସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଓଡ଼ିଆ ଉଇକିମିଡିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଏକ କ୍ଷୁଦ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟାପକ ଡ. ଲୋକନାଥ ସୁଆରଙ୍କ...
ନେତାନ୍ୟାହୁଙ୍କସହକଥାହେଲେମୋଦି-ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି-ଟେଲିଫୋନ୍ରେ ନେତାନ୍ୟାହୁଙ୍କ ସହ କଥା ହୋଇ ଉଦବେଗ ପ୍ରକାଶ କଲେ-ସାଂପ୍ରତିକ ସ୍ଥିତିରେ ସାଧାରଣ ନାଗରିକଙ୍କ ସୁରକ୍ଷା ସବୁଠୁ ବଡ଼...
୪ସପ୍ତାହଚାଲିବଯୁଦ୍ଧ- ଟ୍ରମ୍ପ.-ଇରାନ ସହ ସଂଘର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ-ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ କହିଲେ ଟ୍ରମ୍ପ.'-ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା...
ଆଜି ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ତଥା ମେଣ୍ଢା ପୋଡ଼ି ନୀତି ହେବ । ସନ୍ଧ୍ୟାରେ ଦୋଳୋତ୍ସବର ବିଶେଷ ପର୍ବ ମେଣ୍ଢାପୋଡ଼ି ନୀତି ହେବ । ଠାକୁରେ ଦୋଳବେଦିକୁ...
ପରଜଙ୍ଗ - ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପରଜଙ୍ଗ ବ୍ଲକ ଲୋଧଣି...
ଭୁବନେଶ୍ୱର: ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ...
