ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ


ଭୁବନେଶ୍ୱର: ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ।ସା. ସମ୍ପାଦକ ପଦରୁ ସୁଦୀପ ସାମଲ ଓ ଗୋପାଳ ମାର୍ଥା ନିଲମ୍ବିତ।ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କଲା କଂଗ୍ରେସ।ନିକଟରେ କଂଗ୍ରେସ ଭବନରେ ତାଲା ପକାଇ ହଙ୍ଗାମା କରିଥିଲେ।ଯୁବ ନେତାଙ୍କୁ ଟିକେଟ ଦିଆଯାଇ ନଥିବା ଅଭିଯୋଗରେ ପ୍ରତିବାଦ କରିଥିଲେ।


error: Content is protected !!