ପ୍ରଚାର ବେଳେ ଦୀପାଳିଙ୍କୁ ଜବାବ ମାଗିଲେ ଲୋକେ


ପ୍ରଚାର ବେଳେ ଦୀପାଳିଙ୍କୁ ଜବାବ ମାଗିଲେ ଲୋକେ। ଝାରସୁଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ। ଗତକାଲି ପ୍ରଚାର ବେଳେ ଲୋକେ ତାଙ୍କୁ ଘେରିଯାଇ ଅଂଚଳରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ହିସାବ ମାଗିଥିଲେ।


error: Content is protected !!