ରାଜଭବନରୁ ବାହାରିଲେ ମୋଦି


ରାଜଭବନରୁ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ବ୍ରହ୍ମପୁର ଗସ୍ତ ପାଇଁ ରାଜଭବନରୁ ବାହାରିଲେ ମୋଦି।ଭୁବନେଶ୍ବର ବିମାନ ବନ୍ଦରରୁ ବ୍ରହ୍ମପୁର ଯିବେ ମୋଦି।ବ୍ରହ୍ମପୁରରେ ନିର୍ବାଚନୀ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ।


error: Content is protected !!