ଅଶ୍ରୁଳ ଶ୍ରଦ୍ଧାଞ୍ଜଳି


ଶ୍ରୀମନ୍ଦିର ପ୍ରାକ୍ତନ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ଜଣେ ମୂର୍ଧନ୍ୟ ବ୍ୟକ୍ତିତ୍ଵ।ଶ୍ରୀ ରବୀନ୍ଦ୍ର ନାରାୟଣ ମିଶ୍ର ଆଉ ନାହାନ୍ତି। ଭକ୍ତଟିଏ ମୃତ୍ୟୁ ଲଭେନା। ଜୀବନଯାକ ନିଜ ଇଷ୍ଟଙ୍କୁ ଖୋଜି ଖୋଜି ସେ ବ୍ରହ୍ମର ସେଇ ସ୍ୱରୂପରେ ବିଲୀନ ହୁଏ। ଠିକ୍ ଯେମିତି ଶ୍ରୀ ମିଶ୍ର ଆଜି ଚାଲିଗଲେ। ମୁଦ୍ରିତ ଆଖିରେ କଳା ମୁଁହକୁ ଦର୍ଶନ କରିବାର ଅଭିଳାଷ ଆଜି ତାଙ୍କୁ ସେହି କୃଷ୍ଣ ସ୍ୱରୁପରେ ବିଲୀନ କଲା।ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆମେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।ଓଁ ଶାନ୍ତି🪷🪷


error: Content is protected !!