ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନରସିଂହ ମିଶ୍ର କହିଲେ- ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ଥିତି, ଗୁମାସ୍ତା ଶାସନ ଚାଲିଛି।ଏକଛତ୍ରବାଦ ଶାସନ ପାଇଁ ଲୋକେ ଭୋଟ୍ ଦେଇନଥିଲେ। ତଥ୍ୟ ଭିତ୍ତିକ ସମାଲୋଚନା କରିବା ସମସ୍ତଙ୍କ ଅଧିକାର ରହିଛି। ବ୍ଲାକମେଲିଂ ଶବ୍ଦ ଯିଏ ବ୍ୟବହାର କରୁଛନ୍ତି, ସେ ଡିକ୍ସନାରୀ ଦେଖନ୍ତୁ। ଦଳରେ କାହାକୁ ରଖିବେ କାହାକୁ କାଢ଼ିବେ ତାଙ୍କ ଦଳ ଉପରେ ନିର୍ଭର: ନରସିଂହ ମିଶ୍ର
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି