ହସ୍ପିଟାଲ ସ୍ତ୍ରୀ ର ମୃତଦେହ ଦେବାକୁ ମନା କରିଦେଲା।
“ପ୍ରଥମେ ବିଲ୍ ଦିଅ, ତାପରେ ତୁମେ ମୃତଦେହ ନେଇପାରିବ “
ତା’ପରେ ସେହି ବ୍ୟକ୍ତି ଟଙ୍କା ନେଇ ପହଞ୍ଚିଲେ।
ସେ କହିଲେ, “ଟଙ୍କା ନିଅ, ମୋ ସ୍ତ୍ରୀକୁ ଦିଅ।”
ଏହି ଲଜ୍ଜାଜନକ ଘଟଣା ବଠିଣ୍ଡାର ଏକ ହସ୍ପିଟାଲରେ ଘଟିଛି।
ଦେଶର ଚିକିତ୍ସା ବ୍ୟବସ୍ଥା ଏତେ ଖରାପ ଯେ ରୋଗୀମାନେ କେବଳ ଲାଭର ବସ୍ତୁ ହୋଇଯାଇଛନ୍ତି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |