ଭାରତୀୟ ହିନ୍ଦୀ ସିନେମାର କମେଡି କିଙ୍ଗ ସୁପର ଷ୍ଟାର କମେଡିଆନ ଆଶରାନୀଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଚାରିସହ ପଚାଶ ରୁ ଅଧିକ ସିନେମା ରେ କାମକରିଛନ୍ତି। ତାଙ୍କ କମେଡି ଏକ ସ୍ୱତନ୍ତ୍ର, ତାଙ୍କ ଅଭିନୀତ ସିନେମା କୁ ଦେଖିଲେ କେହିବି ନ ହସି ରହିପାରିବନି। ତାଙ୍କର ସବୁଠାରୁ ବେଶୀ କାଦର ଖାଁ ଙ୍କ ସହିତ ବହୁତ ସିନେମା ଆସିଛି ଉଭୟ ଙ୍କୁ ଦେଖିଲେ ହସି ହସି ଗଡିଯିବେ। ଆସରନିଙ୍କ ଅଭିନୀତ ବହୁ ସିନେମା ସୁପର ହିଟ ହୋଇଛି, ସେ ଏମିତି ଏକ କଳାକାର ବହୁ ଚରିତ୍ର ରେ ତାଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କ ଅଭିନୟର ସ୍ଥାନ କେହିବି ନେଇପାରିବେ ନହିଁ, ସେ ଥିଲେ ଭାରତୀୟ ସିନେମା ର ଭେଟରାନ କଳାକାର, ତାଙ୍କର ଦେହାନ୍ତ ରେ ଆଜି ସିନେପ୍ରେମୀ ଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଏହି ମହାନ କଳାକାର ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!