ଶତାଧିକ ନୌବୀର ଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦୀପାବଳି ଭଳି ପବିତ୍ର ଉତ୍ସବକୁ ସେ ବୀର ଯବାନଙ୍କ ସହ ପାଳନ କରୁଥିବାରୁ ନିଜକୁ ସୌଭାଗ୍ୟ ମଣୁଛନ୍ତି। ଏଥିସହ ଆଇଏନଏସ୍ ବିକ୍ରାନ୍ତ କେମିତି ପାକିସ୍ତାନର ରାତିର ନିଦ ହଜାଇ ଦେଇଥିଲା, ସେକଥା ମଧ୍ୟ ମୋଦି ପୂରା ଦେଶବାସୀଙ୍କୁ ଜଣାଇଛନ୍ତି।
Post Views: 17
More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,