ପୁରୀ : ଶ୍ରୀମନ୍ଦିରରେ ପୁଣି ଚଷମା କ୍ୟାମେରା ଧରାପଡ଼ିଛି । କୋଲକାତାର ଜଣେ ଭକ୍ତ ଚଷମା କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯିବାବେଳେ ଧରାପଡ଼ିଛନ୍ତି । ଭକ୍ତଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ଜେଟିପି ଧରିଥିଲେ । ସିଂହଦ୍ବାରା ଥାନାକୁ ନେଇ ଭକ୍ତଙ୍କୁ ପଚରାଉଚରା କରୁଛି ପୁଲିସ । କହିରଖୁଛୁ କିଛି ଦିନ ତଳେ ଗୁଜରାଟର ଜଣେ ଭକ୍ତ ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିରରେ ଫଟୋ ଉଠାଉଥିବା ସମୟରେ ଧରା ପଡିଥିଲେ । କୀର୍ତ୍ତନଚକଡା ନିକଟରୁ ତାଙ୍କୁ ସିଂହଦ୍ବାର ଥାନା ପୁଲିସ ଧରିଥିଲା ।

More Stories
ଚିକିତ୍ସା ବାହାନାରେ ଆସି ସଶସ୍ତ୍ର ଡକାୟତି ବନ୍ଧୁକ ମୁନରେ ଟଙ୍କା ଓ ସୁନା ଲୁଟ୍୍
ଇଥାନଲ ଯୋଗାଣରେ ମଜଭୁତ ହେଉଛି ଭାରତ: ୮୫ ପ୍ରତିଶତ ଟାର୍ଗେଟ ପୂରା
ସୁପରହୀରୋ ହେବେ ଅମୀର