ଗଜପତି:(ଜିତେନ୍ଦ୍ର କୁମାର ବେହେରା):- ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ର ଲିଲିଗଡ ବୁଥ୍ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସଭାପତି ବିଭୀଷଣ କାର୍ଯୀ ଙ୍କ ସହିତ ସତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ, ଏହି କାର୍ଯ୍ୟକ୍ରମରେ ରାଜ୍ଯ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ମୋ ମାଟି ମୋ ଦେଶ ଉପରେ ଲୋକ ଙ୍କୁ ବୁଝାଇଥିଲେ ଏବଂ ମୋହନା ବିସ୍ତାରକ ଆଦିତ୍ୟ କଅର ସମାରୋପ କରିଥିଲେ l
More Stories
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର
ଅଭିଲିପ୍ସା ଦାସ ମହିଳା ଫୁଟବଲ ଖେଳ ପାଇଁ ସବ ଜୁନିଅର ବର୍ଗରେ ଖେଳି ଓଡିଶା ପାଇଁ ଗୌରବ
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଚାଲିଗଲା ଦୁଇ ଜଣଙ୍କ ଜୀବନ