ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା
-ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ କହିଲେ ରାଜସ୍ବ ମନ୍ତ୍ରୀ
-ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ , ଆମେ ସବୁବେଳେ ପ୍ରସ୍ତୁତ
-କୃଷି ଓ ଶକ୍ତି ବିଭାଗ ସହ ଯୋଗାଯୋଗରେ ଅଛୁ
-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି
-ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି
-ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି
-ଯଦି ବାତ୍ୟା ନଆସେ ଓଡ଼ିଶା ପାଇଁ ଭଲ , ଆସିଲେ ମୁକାବିଲା ପାଇଁ ପ୍ରସ୍ତୁତ
-ଆତଙ୍କିତ ହୁଅନ୍ତୁ ନାହିଁ , ମୁକାବିଲା ନେଇ ସରକାର ପ୍ରସ୍ତୁତ- ମନ୍ତ୍ରୀ
-‘ଆବଶ୍ୟକ ସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ’.
ଆସୁଛି ବାତ୍ୟା ମୋନ୍ଥା !
-୨୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ‘ମୋନ୍ଥା’
-ଥାଇଲାଣ୍ଡର ସୁପାରିସ୍ରେ ବାତ୍ୟା ନାଁ ରଖାଯାଇଛି ‘ମୋନ୍ଥା’
-ଥାଇ ଭାଷାରେ ‘ମୋନ୍ଥା’ର ଅର୍ଥ ‘ସୁଗନ୍ଧିତ ଫୁଲ’ , କିମ୍ବା ‘ସୁନ୍ଦର ଫୁଲ’
-ବାତ୍ୟାର ନାଁ ‘ମୋନ୍ଥା’ ନେଇ ଏପର୍ଯ୍ୟନ୍ତ IMD ସ୍ପଷ୍ଟ କରିନାହିଁ
-WMO ପ୍ୟାନେଲ୍ ଅନୁସାରେ ଏଥର ଥାଇଲାଣ୍ଡ ନାମକରଣ କରିବ.

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |