ଭୁବନେଶ୍ୱର, ୧୭।୧୧: ନୂଆପଡ଼ା ଉପନିର୍ବାଚନ ହାରିବା ପରେ ମୁହଁ ଖୋଲିଲେ ବିଧାୟକ ଗଣେଶ୍ବର ବେହେରା । କହିଦେଲେ ଭିତିରି କଥା। ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ନ ଥିଲେ କହିଥାନ୍ତେ ବୁଝାମଣା ହୋଇଛି।ଯେଉଁମାନେ ନୂଆପଡ଼ା ଯାଇଛନ୍ତି ସେମାନେ ଜାଣିଛନ୍ତି ନବୀନଙ୍କ ଲୋକପ୍ରିୟତା ବିଷୟରେ। ଆଗାମୀ ସମୟ କହିବ ନବୀନ ବାବୁଙ୍କ ଲୋକପ୍ରିୟତା କେତେ ରହିଛି।
ଗୋଟିଏ ବିପର୍ଯ୍ୟୟକୁ ନେଇ ସିଦ୍ଧାନ୍ତରେ ପହଞ୍ଚିବା ବୁଦ୍ଧିମତାର କାମ ନୁହେଁ। ଯେ ପର୍ଯ୍ୟନ୍ତ ନବୀନଙ୍କ ନେତୃତ୍ରେ ବିଜେଡି ପରିଚାଳିତ, ସେ ପର୍ଯ୍ୟନ୍ତ ଉଜ୍ବଳ। ଦଳ ସଭାପତି କ’ଣ ନିଜ ପ୍ରାର୍ଥୀ ପାଇଁ ପ୍ରଚାର କରିବେନି ବୋଲି ନବୀନ ପ୍ରଶ୍ନ କରିଛନ୍ତି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା