ନୂଆପଡ଼ା ନିର୍ବାଚନ: ଭାଜପା ପ୍ରଭାରୀ କହିଲେ ପାଖ ମାଡ଼ି ପାରିଲେନି… admin November 17, 2025 Spread the love ଭୁବନେଶ୍ୱର, ୧୭।୧୧: ନୂଆପଡ଼ାରେ ବିପୁଳ ଭୋଟରେ ଭାଜପାର ବିଜୟ ପରେ ବେଶ୍ ଖୁସି ଅଛନ୍ତି ଭାଜପା କର୍ମୀ ନେତୃବୃନ୍ଦ। ଏ ନେଇ ଭାଜପା ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି,ନୂଆପଡ଼ାରେ ଆମର ବୃହତ ବିଜୟ ହୋଇଛି। ଆମେ ଯେତିକି ଲିଡ୍ରେ ଥିଲୁ ବିଜେଡି କଂଗ୍ରେସ ମିଶିକି ବି ଆମ ପାଖ ମାଡ଼ି ପାରିଲେନି। Post Views: 0 Continue Reading Previous: ନବୀନ ନୂଆପଡ଼ା କାହିଁକି ଯାଇଥିଲେ, ଦଳଳ ଭିତିରି କଥା ଖୋଲି କହିଦେଲେ ….Next: ଏବେ ସପ୍ତାହରେ ତିନି ଦିନ ଚାଲିବ ଉଧନା-ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Δ