ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ପୋଲିସ।ମୁଲତବି ଆଲୋଚନାରେ ନାଁ ନ ନେଇ ବିରୋଧୀଙ୍କୁ ଆଇନ ମନ୍ତ୍ରୀଙ୍କ ଇସାରା।ପରୋକ୍ଷରେ ପୂର୍ବତନ ୫ଟି ଅଧକ୍ଷ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍।ବିଜେଡି ସଦସ୍ୟଙ୍କ ଠାରୁ ଜବାବ ମାଗିଲେ ଆଇନ ମନ୍ତ୍ରୀ। ଜଣେ ବାବୁଙ୍କ ପାଇଁ ଆପଣଙ୍କ ସରକାର ୭୨ ପୋଲିସ କାହିଁକି ଦେଇଥିଲେ।
ସେ ଯେଉଁ ଆଡ଼େ ଗସ୍ତ କରୁଥିଲେ ଥାନା ବାବୁ ମାନେ ଡିୟୁଟିରେ ଯାଉଥିଲେ।ଥାନାକୁ ଖାଲି କରାଇ ଝାଳବୁହା କାର୍ଯ୍ୟ କରାଯାଉଥିଲା କାହିଁକି।କିନ୍ତୁ ଆଜି ଦିନରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ସେତିକି ସୁରକ୍ଷାକର୍ମୀ ଆବଶ୍ୟକ ପଡୁନି। ଏ ସବୁର ଉତ୍ତର ରଖନ୍ତୁ ବିରୋଧୀ ସଦସ୍ୟ ବୋଲି ଗୃହରେ ପ୍ରଶ୍ନ କରିଥିଲେ ପୃଥ୍ବୀରାଜ ହରିଚନ୍ଦନ।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…