ଭୁବନେଶ୍ବର: ରିକଭରି ଏଜେଣ୍ଟ ପରିଚୟ ଦେଇ ଗାଡ଼ି ଭିଡ଼ିନେବା ପଡିଲା ମହଙ୍ଗା। କିସ୍ତି ଟଙ୍କା ସୁଝିଥିଲେ ମଧ୍ୟ ଅଧିକ ଟଙ୍କା ଡିମାଣ୍ଡ କରୁଥିଲେ ଏଜେଣ୍ଟ। ମାଆ ଭଗବତୀ ଆସୋଷିଏଟସ୍ ନାମରେ କରିଥିଲେ ରିକଭରି ଏଜେଣ୍ଟ ସଂସ୍ଥା । ଲଗାତାର ଏକାଧିକ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ବିଚ୍ ରାସ୍ତାରୁ କାର୍ ଉଠାଇ ନେବାରୁ ଥାନାରେ ଅଭିଯୋଗ ହୋଇଥିଲା।
ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଗାଡ଼ି ମାଲିକ। ପରେ ରିକଭରି ଏଜେଣ୍ଟ ଗ୍ୟାଙ୍ଗର ମୁଖ୍ୟକୁ ଉଠାଇ ନେଇଛି ପୁଲିସ । ଦୁଇଟି କାର୍ ଜବତ୍ ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ସଂସ୍ଥାର ଅନ୍ୟ ଏଜେଣ୍ଟ ମାନେ ଫେରାର ଥିବା ଜଣାପଡ଼ିଛି।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |
ବିଷ ବଲୟରେ : ଝାରସୁଗୁଡ଼ା, ଶୋଇ ପଡ଼ିଛି ପ୍ରଦ୍ୟୁଷଣ ବିଭାଗ