ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣା


ରାଉରକେଲା: ଉଦିତନଗର ଥାନା ASI ଆଲିଶା ଲୁଗୁନ ମୃତ୍ୟୁ ଘଟଣା।ପୋଷ୍ଟମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଭୁବନେଶ୍ୱର ଏମ୍ସରୁ ଆସିଲା।ପ୍ରେସମିଟ୍‌ରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସୂଚନା।ରିପୋର୍ଟରେ ମୃତ୍ୟୁ ମାଡ଼ରୁ ନୁହେଁ।ରୋଗ ଜନିତ ବୋଲି କହିଲେ ରାଉରକେଲା ଏସ୍‌ପି।


error: Content is protected !!