୨୬ସନ୍ଦିଗ୍ଧ ବ୍ୟକ୍ତି ଅଟକ


• ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପରୁ ୨୬ ସନ୍ଦିଗ୍ଧ ବ୍ୟକ୍ତି ଅଟକ।

• ସନ୍ଦିଗ୍ଧଙ୍କ ମଧ୍ୟରେ ୫ ମହିଳା, ୮ମୋବାଇଲ୍‌ ଫୋନ, ଟଙ୍କା ଜବତ।

• ସହିଦନଗର,ଖଣ୍ଡଗିରି,ମଞ୍ଚେଶ୍ଵର ଅଞ୍ଚଳରୁ ସନ୍ଦିଗ୍ଧ ଅଟକ।

• ନୟାପଲ୍ଲୀ ଓ ଲକ୍ଷ୍ମୀସାଗରରେବି ହୋଇଥିଲା ପୋଲିସ ପାଟ୍ରୋଲିଂ।


error: Content is protected !!