ଆସନ୍ତାକାଲି କଟକରେ ମା’ ଦୁର୍ଗାଙ୍କର ଭସାଣ ଉତ୍ସବ


ଆସନ୍ତାକାଲି କଟକରେ ମା’ ଦୁର୍ଗାଙ୍କର ଭସାଣ ଉତ୍ସବ।ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ। ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ ପୁଲିସର ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। କାଲିର ଭସାଣ ଉତ୍ସବ ପାଇଁ ପୁଲିସ କମିଶନରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।


error: Content is protected !!