ଭି.କେ ପାଣ୍ଡିଆନଙ୍କ ନବନିଯୁକ୍ତି ନେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ


• ଏବେ ଖୋଲା ମୈଦାନରେ ହେବ ରାଜନୀତି।

• ଚାକିରି ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ।

• ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ।

• ରାଜନୀତି କରିବାରେ ସମସ୍ତଙ୍କର ଅଧିକାର ରହିଛି।


error: Content is protected !!