ନୟାଗଡ : ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ନୟାଗଡ ଜ଼ିଲ୍ଲା ଖଣ୍ଡପଡା ଥାନା ପୁଆଣିଆ ଗାଁ ବାପୁନି ମହାପାତ୍ର ଓ ଲକି ନାୟକ ୬ ମାସ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ୨ ଜଣଙ୍କ ମଧ୍ୟରେ ଠିକରେ ସଂସାର ଚାଲିଥିଲା । ଆଜି ସ୍ତ୍ରୀ ଲକି ସ୍ୱାମୀ ବାପୁନିକୁ ବେକରେ ଗାମୁଛାରେ ଚିପି ହତ୍ୟା କରିଥିଲେ ।
ପରିବାର ଲୋକ ସଂଗେ ସଂଗେ ଖଣ୍ଡପଡା ଥାନାକୁ ଖବର ଦେଇଥିଲେ । ଖଣ୍ଡପଡା ପୋଲିସ ମୃତ ଦେହକୁ ଜବତ କରି ସ୍ତ୍ରୀ ଲକି କୁ ଆଣି ଥାନାରେ ଅଟକ ରଖିଛି। ଶବ ବ୍ୟବଛେଦ ପରେ ହତ୍ୟାକାଣ୍ଡ ର କାରଣ ଜଣା ପଡିବ ବୋଲି ଖଣ୍ଡପଡା SDPO କହିଛନ୍ତି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |