ପାକିସ୍ତାନୀ ପେସର ବୋଲରଙ୍କ ହାତରୁ ଓଭର ମଝିରେ ବଲ ଛଡ଼ାଇ ନେଲେ ଅମ୍ପାୟାର । ଆଉ କରି ପାରିଲେନି ବୋଲିଂ । ପାକିସ୍ତାନର ପ୍ରିମିୟମ ବୋଲର ଭାବେ ଜଣାଶୁଣା ସାହିନଶାହା ଆଫ୍ରିଦଙ୍କୁ ଏଭଳି ବେଜିତ୍ ହେବାକୁ ପଡ଼ିଛି । ବିବିଏଲ ୨୦୨୫-୨୬ ଚାଲିଥିବା ଏହି ମ୍ୟାଚ ମଝିରେ ଏଭଳି କିଛି ଦୃଶ୍ୟ ନଜରକୁ ଆସିଛି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…