ଯାଜପୁର: ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ, ଜଣେ ଗୁରୁତର


ସଦର ଥାନା ବରୁହାଁ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।ଗର୍ଭବତୀଙ୍କୁ ବାଇକରେ ମେଡିକାଲ ନେଉଥିବା ବେଳେ ଦୁର୍ଘଟଣା।ବାଇକ ଚଳାଉଥିବା ଯୁବକ ଓ ଜଣେ ବୃଦ୍ଧା ମୃତ, ଗର୍ଭବତୀ ଗୁରୁତର।ଗୁରୁତର ମେଡିକାଲରେ ଭର୍ତ୍ତି, ମୃତାହତ ୩ ଜଣ ସାନ ବରୁହାଁ ଗାଁର।


error: Content is protected !!