★ ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କ ନାମରେ ଜାରି ହେଲା ସମନ । ଏପରିକି କୋର୍ଟରେ ହାଜର ହେବାକୁ ରାଜଭବନ ପଠାଗଲା ନୋଟିସ୍। ଏପରି ସାଂଘାତିକ ଭୁଲ୍ କରିଥିବା ଅଧିକାରୀଙ୍କୁ ତୁରନ୍ତ ସସ୍ପେଣ୍ଡ କରାଯାଇଛି।
★ ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କ ନାମରେ ଜାରି ହେଲା ସମନ । ଏପରିକି କୋର୍ଟରେ ହାଜର ହେବାକୁ ରାଜଭବନ ପଠାଗଲା ନୋଟିସ୍। ଏପରି ସାଂଘାତିକ ଭୁଲ୍ କରିଥିବା ଅଧିକାରୀଙ୍କୁ ତୁରନ୍ତ ସସ୍ପେଣ୍ଡ କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି।
★ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲଙ୍କୁ ହାଜର ହେବାକୁ ନୋଟିସ ପଠାଇ ସସ୍ପେଣ୍ଡ ହୋଇଥିବା ଅଧିକାରୀଜଣକ ହେଲେ SDM(Sub Divisional Magistrate) ବିନୀତ କୁମାର । ତାଙ୍କ ସହ ପେଶକାର ବଦନ ସିଂଙ୍କୁ ବି ନିଲମ୍ବିତ କରାଯାଇଛି।
★ ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାର ଏସଡିଏମ୍ ବିନିତ କୁମାରଙ୍କ କୋର୍ଟ ତରଫରୁ ଏକ ଜମି ଅଧିଗ୍ରହଣ ସମ୍ବନ୍ଧିତ ମାମଲାରେ ଗତ ୭ ତାରିଖରେ ରାଜ୍ୟପାଳଙ୍କ ନାମରେ ସମନ ଜାରି କରାଯାଇଥିଲ। ଉକ୍ତ ସମନରେ ୧୮ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ଏହି ସମନ ୧୦ ତାରିଖରେ ରାଜଭବନରେ ପହଞ୍ଚିବା ପରେ ହଇଚଇ ସୃଷ୍ଟି ହୋଇଥିଲା।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି