SCBରେ ଅଘଟଣ। ସିଲିଂ ଖସି ରୋଗୀ ଆହତ। କଟକ ବଡ଼ ମେଡିକାଲ ଛାତରୁ ଖସିଲା ସିଲିଂ। ରୋଗୀଙ୍କ ମୁଣ୍ଡରେ ସିଲିଂ ପଡିଥିବାର ସୂଚନା। ପୁରୁଣା ମେଡିସିନ ୱାର୍ଡରେ ଏହି ଅଘଟଣ ଘଟିଛି। ଛାତରୁ ସିଲିଂ ଖସି ରୋଗୀଙ୍କ ମୁଣ୍ଡରେ ପଡିଥିଲା। ଅଘଟଣ ପରେ ରୋଗୀଙ୍କୁ ଅନ୍ଯ ବେଡକୁ ସ୍ଥାନାନ୍ତର କରାଯାଇଛି।SCBରେ ଅଘଟଣ। ସିଲିଂ ଖସି ରୋଗୀ ଆହତ।
କଟକ ବଡ଼ ମେଡିକାଲ ଛାତରୁ ଖସିଲା ସିଲିଂ। ରୋଗୀଙ୍କ ମୁଣ୍ଡରେ ସିଲିଂ ପଡିଥିବାର ସୂଚନା। ପୁରୁଣା ମେଡିସିନ ୱାର୍ଡରେ ଏହି ଅଘଟଣ ଘଟିଛି। ଛାତରୁ ସିଲିଂ ଖସି ରୋଗୀଙ୍କ ମୁଣ୍ଡରେ ପଡିଥିଲା। ଅଘଟଣ ପରେ ରୋଗୀଙ୍କୁ ଅନ୍ଯ ବେଡକୁ ସ୍ଥାନାନ୍ତର କରାଯାଇଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍