ପଶ୍ଚିମବଙ୍ଗରେ ଇଡି ଓ ମମତା ବାନାର୍ଜୀ ମୁହାଁମୁହିଁ ଘଟଣାରେ ଇଡ଼ିକୁ ଲାଗିଛି ଶକ୍ତ ଝଟକା । ଇଡି ନିବେଦନ ଖାରଜ କଲେ କୋଲକତା ଉଚ୍ଚ ଅଦାଲତ । ଗତକାଲି ଟିଏମସିର ଆଇଟି ସେଲ ତଥା ରାଜନୈତିକ ପରାମର୍ଶଦାତା ଆଇ-ପାକ୍ କମ୍ପାନୀ ଉପରେ ଚଢାଉ କରିଥିଲା ଇଡି । ଏହି ସମୟରେ ମମତା ବାନାର୍ଜୀ ଓ ଇଡି ମଧ୍ୟରେ ହୋଇଥିବା ଅପ୍ରୀତିକର ପରିସ୍ଥିତି ପାଇଁ ଆଜି କୋଲକତ
କିନ୍ତୁ ଅଦାଲତ ପରିସରରେ ପ୍ରବଳ ଭିଡ ଓ ହଙ୍ଗାମା ପାଇଁ ଆଜି ଶୁଣାଣି ବନ୍ଦ ରଖିଥିଲା ଅଦାଲତ । ଆସନ୍ତା ୧୪ ତାରିଖରେ ଶୁଣାଣି ଘୁଞ୍ଚାଇ ଥିଲେ ଉଚ୍ଚ ଅଦାଲତ । ଏହାକୁ ବିରୋଧ କରି ଅନ୍ୟ ଏକ ବେଞ୍ଚରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ଇଡି । ଜରୁରୀ ଶୁଣାଣି ଆବେଦନ ଖାରଜ କରିଛି କୋଲକତା ଉଚ୍ଚ ଅଦାଲତ । କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ମୁଖ୍ୟ ବିଚାରପତି । ପୂର୍ବରୁ ଧାର୍ଯ୍ୟ ୧୪ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ବିଚାରପରି କହିଛନ୍ତି । ଗତକାଲି ଇଡି ଚଢ଼ାଉ ସମୟରେ ମମତା ବାନାର୍ଜୀଙ୍କ ସହ ମୁହାଁମୁହିଁ ହୋଇଥିଲେ ।

More Stories
ନାବାଳିକାକୁ ଅପହରଣ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି
ଗଣିଆରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ସଂପୂର୍ଣ୍ଣ ନିଆରା ଭିନ୍ନ ସ୍ବାଦର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ଏବଂ ପରିବେଷଣର ଲୋକପ୍ରିୟ ସଂସ୍ଥା :” ଇନ୍ ଟାଇମ୍ ଆଣ୍ଡ କ୍ୟାଟ୍ରିଙ୍ଗ “