ସେ କହିଛନ୍ତି, ‘PUC ନାହିଁ, ଇନ୍ଧନ ନାହିଁ’ ନୀତି ଘୋଷଣା ପରେ ଲୋକେ ଲାଇନ୍ ଦେବାର ଦୃଶ୍ୟ ଦେଖାଗଲା । ଜନଆକ୍ରୋଶ ପରେ ସରକାର ‘U-ଟର୍ଣ୍ଣ’ ନେଇ ପ୍ରଥମେ ଜରିମାନା କାର୍ଯ୍ୟକାରୀ କରି ପରେ ୦୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏହା ରଦ୍ଦ କରି ଟୋଲଗେଟରେ ଇ-ଡିଟେକ୍ସନ ବନ୍ଦ କରିଦେଇଛନ୍ତି । ନବୀନ ଏହାକୁ ପରିବହନ ବିଭାଗର ଦୁର୍ଦୃଷ୍ଟି, ଅଭାବ ଓ ଅକ୍ଷମତାର ପରିଚୟ ବୋଲି କଟା
ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ ମନେ କରି ମଧ୍ୟ ନବୀନ କହିଛନ୍ତି ଯେ ଏହା ଲୋକଙ୍କୁ ହରାସ କରି ହେବ ନାହିଁ । ବିଜେଡି ଦଳ ଲୋକଙ୍କ ସହ ଦୃଢ଼ଭାବରେ ଠିଆ ହୋଇ ଏହି ଅବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରୁଛି । ତାଙ୍କ ମତରେ PUC ସୁବିଧାର ବିସ୍ତାର, ପ୍ରକ୍ରିୟା ସରଳୀକରଣ ଏବଂ ଅନ୍ୟାୟ ଜରିମାନା ବନ୍ଦ କରି ଓଡ଼ିଆ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍