ରାଜଧାନୀରେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ। ପ୍ରେମ ପ୍ରତାରଣାରୁ ଯୁବତୀକୁ ଧୋକ୍କା ଦେଇ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ। ବ୍ରହ୍ମପୁରରୁ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ବାପିନି ସାବତ। ଦିର୍ଘ ଦିନ ଧରି ଯୁବତୀ ସହ ଲିଭ୍ ଇନରେ ଥିଲେ ଯୁବକ ।
ହେଲେ ମଦ୍ୟ ପାନ କରି ମାଡ ମାରିବା ସହ ଗାଳି ଗୁଲଜ ମଧ୍ୟ କରୁଥିବା ଅଭିଯୋଗ ଥିଲା । ଏନେଇ ଉଭୟଙ୍କ ମଧ୍ୟରେ ସଂପର୍କ ତୁଟିବା ପରେ ପୁଣି ଯୁବକ ଜଣଙ୍କୁ ତାଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏନେଇ ମାନସିକ ଚାପ ସହ ଦୁଷ୍କର୍ମ କରିଥିବା ନେଇ ଯୁବତ ଅଭିଯୋଗ ଆଣିଥିଲେ। ପରେ ଲକ୍ଷ୍ମିସାଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ଯାଞ୍ଚ କରିଛି।ପରେ ଯୁବତୀଙ୍କ ଡାକ୍ତରି ମାଇନା ହୋଇଛି୍ । ସେପଟେ ଅଭିଯୁକ୍ତ ପ୍ରତିକ୍ରିୟା ରଖିଛି ତାକୁ ଫସାଇଦିଯାଇଛି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |