ଚେନ୍ନାଇ: ଲିଭ୍-ଇନ୍ ରିଲେସନ୍ସିପ୍ରେ ରହୁଥିବା ଦମ୍ପତିଙ୍କୁ ନେଇ ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ କହିଛନ୍ତି ଯେ, ଲିଭ୍-ଇନ୍ ସଂପର୍କରେ ରହୁଥିବା ମହିଳାଙ୍କୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପତ୍ନୀର ମାନ୍ୟତା ମିଳିବା ଆବଶ୍ୟକ ।ଜଣେ ଅଭିଯୁକ୍ତଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ
ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ପୁରୁଷ ଆଧୁନିକ ହୋଇ ଲିଭ-ଇନ୍ ରିଲେସନ୍ସିପ୍ରେ ରହୁଛନ୍ତି । ପରେ ସଂପର୍କ ଖରାପ ହୋଇଗଲେ ମହିଳାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଉଛନ୍ତି । ଏପରିସ୍ଥଳେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୯ ଅନୁସାରେ ତାଙ୍କ ବିରୋଧରେ ମକଦ୍ଦମା ଚଳାଇହେବ ବୋଲି ଜଷ୍ଟିସ୍ ଶ୍ରୀମତୀ କହିଥିଲେ ।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ