କଟକ ବାଲିଯାତ୍ରା ଜଗିବେ ୬୦ ପ୍ଲାଟୁନ ପୋଲିସ


କଟକ ବାଲିଯାତ୍ରା ଜଗିବେ ୬୦ ପ୍ଲାଟୁନ ପୋଲିସ।୨୬ଟି ଏଡ୍‌ ପୋଷ୍ଟ ସହ ରହିବ ୫ଟି ୱାଚ ଟାୱାର।ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ପରିଚାଳନାରେ ରହିବେ।ନିଖୋଜ ଛୋଟ ପିଲାଙ୍କୁ ଉଦ୍ଧାର ଉପରେ ଗୁରୁତ୍ବ ଦିଆଯିବ।ବରିଷ୍ଠ ନାଗରିକଙ୍କୁ ସହଯୋଗ ଉପରେ ଗୁରୁତ୍ବ ଦିଆଯିବ।ଆସନ୍ତା ୨୭ରୁ ୪ତାରିଖ ଯାଏ ଟ୍ରାଫିକ କଟକଣା ରହିବ।


error: Content is protected !!