ପୁରୀ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଭଳି ସମସ୍ୟା ଉପୁଜୁ ଥିବା ବେଳେ ଏସବୁକୁ ଦୃଷ୍ଟିରେ ରଖି ମାନ୍ୟବର ବିଧାୟକ ପିପିଲି ମଙ୍ଗଳପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରକୁ ଅଚାନକ ସୋମବାର ଦିନ ରାତ୍ର 11 ଘଟିକାରେ ଅଚାନକ ଗସ୍ତ କରି ରୋଗୀ ଙ୍କୁ କି ଭଳି ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯାଉଛି ତଦାରଖ କରିବା ସହିତ କିଛି ରୋଗୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝି ଥିଲେ. ବିଧାୟକଙ୍କ ଏଭଳି ଗ୍ରସ୍ତ ଦେଖି ପିପିଲି ବ୍ଲକ ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଛନକା ଦେଖା ଦେଇ ଅଛି.

More Stories
ପୁଣି ରାଜଧାନୀରେ ଫୁଟିଲା ଗୁଳି,
ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା
ବାତ୍ୟାକୁ ନେଇ ବଡ଼ ଅପଡେଟ୍ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ