କୁଜଙ୍ଗ ବ୍ଲକ ସମସ୍ତ ଆଶା କର୍ମୀ ମାନେ ଏକଜୁଟ ହେଇ କୁଜଙ୍ଗ ବଜାରରୁ ରାଲିକରି କୁଜଙ୍ଗ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା l ଦୀର୍ଘ ଦିନ ଧରି ଆଶା ଦିଦି ମାନେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ୧୪ଦଫା ଦାବିକୁ ନେଇ ରଣ ହୁଙ୍କାର ଦେଇ ଥିଲେ ଆଶା ଦିଦି ନିଜର ଦାବି ଗୁଡ଼ିକର ସ୍ତାଇ ସମାଧାନ ନ ହେଲେ ଆଗକୁ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଉଛନ୍ତି l ଏଥିରେ ଆଶାଦିଦି ଙ୍କର ମୁଖ୍ୟ ଉତ୍କଳ ମହିଳା ସମିତିର ରାଜ୍ୟ ସଂଗଠନର ସାଧାରଣ ସମ୍ପାଦିକା ଓ ଆଶା ସଂଘର ଜିଲ୍ଲା ଆବାହକ ସୁବାସ ମହାପାତ୍ର ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ,l ଆଇନୀ ଶ୍ରୁଖଳା କୁ ଆଖି ଆଗରେ ରଖି କୁଜଙ୍ଗ ଥାନା ର ଭରାପ୍ରପ୍ତା ଅଧିକାରୀ ଓ ଥାନର ବହୁ ପଦାଧିକାରୀ ମାନେ ମାନେ ମେଡ଼ିକାଲ ତତଫରୁ ଦାବୀ ଗୁଡ଼ିକ ପୁରଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିବା ଜଣା ଯାଇଛି

More Stories
ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ: ନିରାଡମ୍ବର ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ମୁଁ ହାରିନି ଇସ୍ତଫା ଦେବାର ପ୍ରଶ୍ନ ଉଠୁନି: ମମତା
ଏଗଜିଟ୍ ପୋଲ୍ ରିପୋର୍ଟକୁ ନେଇ ଏମିତି କହିଲେ ସଞ୍ଜୟ ରାଉତ |