ନୂଆଦିଲ୍ଲୀ,୧୦।୮: ନେପାଳର ଯୁବ ପିଢ଼ି ଜେନ୍ ଜି’ର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ୱ ପାଇଁ ପସନ୍ଦ କରିଛନ୍ତି। ବୁଧବାର ଏକ ଭର୍ଚ୍ଚୁଆଲ ବୈଠକରେ ୫,୦୦୦ରୁ ଅଧିକ ଲୋକ ଯୋଗ ଦେଇ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଉପରେ ଆଲୋଚନା କରିଥିଲେ।
ଏହି ବୈଠକରେ ଯୁବମାନେ ରାଜନୈତିକ ସଙ୍କଟରେ ନେପାଳର ମଧ୍ୟବର୍ତ୍ତୀ ନେତୃତ୍ୱ ପାଇଁ କାର୍କୀଙ୍କୁ ଆଦର୍ଶ ବ୍ୟକ୍ତି ଭାବେ ଚିହ୍ନିଛନ୍ତି, ଯାହା ଦେଶରେ ନୂତନ ରାଜନୈତିକ ପରିବର୍ତ୍ତନର ସୂଚନା ଦେଉଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |