February 12, 2026

Now Odisha

Now Odisha

ପୋଲିସ ବସ୍ ବ୍ରେକ୍ ଫେଲ୍ ହୋଇ ମାଡିଗଲା ଅଳ୍ପକେ ବାର୍ତିଲେ ଶତାଧିକ ଆନ୍ଦୋଳନକାରି |

Spread the love

ରାୟଗଡା ଶ୍ରମିକ,ଆନ୍ଦୋଳନକାରୀ, ପୋଲିସ ଓ ସାମ୍ୱାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡା ସହରର ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା, ଶତାଧିକ ଆନ୍ଦୋଳନ କାରି ଠିଆ ହୋଇ ଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ଉପସ୍ଥିତ ଥିଲେ ଏଵଂ ସାମ୍ୱାଦିକ ମାନେ ଖବର ସଂଗ୍ରହ କରୁଥିଲେ ଏତିକି ବେଳେ ଅଟକି ଥିବା ପୋଲିସ ବସ ବ୍ରେକ ଫେଲ ହୋଇ ହଟାତ ମାଡି ଗଲା ସମ୍ମୁଖରେ ଥିବା ଲୋକଙ୍କୁ ଚିଲେଇ ଲେ ଡ୍ରାଇଭର ଫଳରେ ତୁରନ୍ତ ସ୍ଥାନ ଛାଡ଼ି ଦୌଡିଲେ । ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ। ନବରଙ୍ଗପୁର ରେ ମୂଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ନିମନ୍ତେ ରାୟଗଡ଼ାରୁ ପୋଲିସ ବସରେ ୩୮ ଜଣ ପୋଲିସ କର୍ମୀ ଉପସ୍ଥିତ ଥିଲେ। ବଡ଼ ଦୁର୍ଘଟଣା ରୁ ବଞ୍ଚି ଗଲେ ବସ୍ ରେ ଥିବା ପୋଲିସ ମାନେ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଁଚି ଥିବା ରାୟଗଡ଼ା SDPO ଗୌର ହରି ସାହୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

error: Content is protected !!