ବିଦ୍ୟୁତ୍‌ ଆଘାତରେ ପୁତୁରା ସହ ପୁଅ ମୃତ, ବାପା ଗୁରୁତର


ସୋନପୁର: -ବିଦ୍ୟୁତ୍‌ ଆଘାତରେ ପୁତୁରା ସହ ପୁଅ ମୃତ, ବାପା ଗୁରୁତର -ଉଲୁଣ୍ଡା ରେଞ୍ଜ ହାତଲିମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା -ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ଶିଶୁ ମୃତ -ବିଦ୍ୟୁତ୍‌ ଆଘାତରେ ପୁଅ ସହ ପୁତୁରାର ମୃତ୍ୟୁ, ବାପା ଗୁରୁତର।


error: Content is protected !!