ଆଜି ଛତିଶଗଡ଼ରେ ବିଧାୟକ ଦଳ ବୈଠକ


ଆଜି ଛତିଶଗଡ଼ରେ ବିଧାୟକ ଦଳ ବୈଠକ।BJPର ବସିବ ବିଧାୟକ ଦଳ ବୈଠକ।ବୈଠକରେ ଯୋଗ ଦେବେ ୩ ପର୍ଯ୍ୟବେକ୍ଷକ।ବୈଠକ ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ।ମୁଖ୍ୟମନ୍ତ୍ରୀ ପାଇଁ ଚର୍ଚ୍ଚାରେ ଅଛନ୍ତି ରମଣ ସିଂ।


error: Content is protected !!