ବଜେଟ୍ରେଶ୍ରୀମନ୍ଦିରକୁନେଇବଡ଼ଘୋଷଣା
୧୦୦ ମଡେଲ୍ ମଣ୍ଡି ପାଇଁ ୧୦୦ କୋଟି
ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାରେ ୧୦୦ କୋଟି
ବିଶ୍ବର ସର୍ବ ବୃହତ୍ ଶସ୍ୟ ଗଚ୍ଛିତ ଯୋଜନା ୨୪୦କୋଟି
Rare earth ପାଇଁ ୧୦ କୋଟି
Fit odisha mission ପାଇଁ ୧୦ କୋଟି
ମୁଖ୍ୟମନ୍ତ୍ରୀ ଇକୋନୋମିକ୍ ଆଡଭାଇଜାରି କାଉନସିଲ୍
ରାଜ୍ୟ ବଜେଟ ୨୦୨୬-୨୭ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ବଜେଟ ଆକାର ୩ ଲକ୍ଷ ୧୦ହଜାର କୋଟି
ପ୍ରାଶାସନିକ ଖର୍ଚ୍ଚ ୧ ଲକ୍ଷ ୧୪ହଜାର କୋଟି
କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୮୦ହଜାର କୋଟି
ଗତ ବର୍ଷ ତୁଳନାରେ ୬.୯ପ୍ରତିଶତ ବଜେଟ ବୃଦ୍ଧି
ଡାଲଖାଇ ଯୋଜନା ପାଇଁ ୨୨୦କୋଟି
୧୬ ଟି ନୂଆ ଯୋଜନା ଆଣିଲେ

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…